Close
    • ସକ୍ଷମ ଏବଂ ସଶକ୍ତ କରନ୍ତୁ

    ଶେଷତମ ଅଦ୍ୟତନ

    ଇ-କମିଟି ସମ୍ପର୍କରେ

    ଭାରତର ନ୍ୟାୟିକ ବ୍ୟବସ୍ଥା ଦ୍ଵାରା ଗ୍ରହଣ କରାଯାଇଥିବା ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ICT) ପଦକ୍ଷେପକୁ ପ୍ରଦର୍ଶିତ କରୁଥିବା ମୁଖଶାଳାକୁ ଭାରତର ଉଚତମ ନ୍ୟାୟାଳୟଙ୍କ ଇ-କମିଟି ଆପଣଙ୍କୁ ସ୍ଵାଗତ କରୁଛନ୍ତି। ଇ-କମିଟି ହେଉଛନ୍ତି ଏକ ନିୟନ୍ତ୍ରକ ସମିତି ଯାହାଙ୍କ ଉପରେ “ଭାରତୀୟ ନ୍ୟାୟପାଳିକାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ର କାର୍ଯ୍ୟକାରୀ ପାଇଁ ଜାତୀୟ ନୀତି ତଥା କାର୍ଯ୍ୟ ଯୋଜନା-୨୦୦୫” ଦ୍ଵାରା ଅବଧାରିତ ଇ-କୋର୍ଟ୍ ଯୋଜନା ର ତତ୍ତ୍ବାବଧାନ କରିବା ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଇ-କୋର୍ଟ୍ ହେଉଛି ଏକ ସର୍ବ ଭାରତୀୟ ପ୍ରକଳ୍ପ ଯାହା ନ୍ୟାୟ ବିଭାଗ, ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ଵାରା ଅନୁଦାନ ପ୍ରାପ୍ତ ଏବଂ ତଦାରଖଯୋଗ୍ୟ। ଅଦାଲତ ମାନଙ୍କୁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇ.ସି. ଟି.) ମାଧ୍ୟମରେ ସମର୍ଥକରାଇ ଦେଶର ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ହେଉଛି ଏହାର ଲକ୍ଷ୍ୟ ।

    ପ୍ରକଳ୍ପ – ଏକ ଦୃଷ୍ଟିପାତ

    • “ଇ-କୋର୍ଟ୍ ପ୍ରକଳ୍ପ ମକଦ୍ଦମାକାରୀଙ୍କର ସନନ୍ଦ” ଅନୁଯାୟୀ ଦକ୍ଷ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ବିଶିଷ୍ଟ ନାଗରିକ କୈନ୍ଦ୍ରିକ ସେବା ଯୋଗାଇବା ।
    • ଅଦାଲତ୍ ରେ ଦକ୍ଷ ନ୍ୟାୟ ପ୍ରଦାନ ପ୍ରଣାଳୀର ବିକାଶ, ସଂସ୍ଥାପନ ଏବଂ କାର୍ଯ୍ୟକାରିତା ।
    • ଏହାର ଅଂଶୀଦାରମାନଙ୍କ ପାଇଁ ସୂଚନାର ସୁଗମତାକୁ ସୁଲଭ କରୁଥିବା ପ୍ରକ୍ରିୟା ଗୁଡିକୁ ସ୍ୱୟଂଚାଳିତ କରିବା ।
    • ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ ଭାବରେ ନ୍ୟାୟିକ ଉତ୍ପାଦକତା ବୃଦ୍ଧି ପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଗମ, ମିତବ୍ୟୟୀ, ନିର୍ଭରଯୋଗ୍ୟ ଏବଂ ସ୍ବଚ୍ଛ କରିବା ।
    mobile-app

    ଇ-କୋର୍ଟ୍ସ ମୋବାଇଲ ଆପ ସେବା

    ଇ-କୋର୍ଟ୍ ସେବା ମୋବାଇଲ ଆପ, ଦେଶରେ ଏକ ବୈପ୍ଲବିକ ଅଦାଲତୀ ସୂଚନା ଉପକରଣ ଭାବରେ ଡିଜିଟାଲ ଇଣ୍ଡିଆ ପୁରସ୍କାର ଗ୍ରହଣ କରିଛି

    dcs

    ଇ-କୋର୍ଟ୍ ସେବା ପୋର୍ଟାଲ୍

    ଏହା ଏକ କେନ୍ଦ୍ରୀଭୁତ ପ୍ରବେଶ ଦ୍ୱାର ଯାହାକି ଇ-କୋର୍ଟ୍ ପ୍ରୋଜେକ୍ଟ ଅଧିନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସେବାଗୁଡିକର ଲିଙ୍କ ପ୍ରଦାନ କରେ

    hcs

    ଉଚ୍ଚ ନ୍ୟାୟାଳୟ ସେବା

    ଏହି ପୋର୍ଟାଲ୍ ହେଉଛି ଉଚ୍ଚ ନ୍ୟାୟାଳୟ ସମ୍ବନ୍ଧୀୟ ସୂଚନା ଏବଂ ତଥ୍ୟର ଏକ କେନ୍ଦ୍ରୀୟ ଭଣ୍ଡାର

    epayment

    ଇ-କୋର୍ଟ୍ ଫି ଦାଖଲ

    ଏହି ସେବା ବୈଦ୍ୟୁତିକ ମାଧ୍ୟମରେ କୋର୍ଟ୍ ଫି, ଜୋରିମାନା, ଏବଂ ନ୍ୟାୟିକ ଜମା ଦାଖଲ ରେ ସାହାଯ୍ୟ କରେ

    virtual-court

    ଭର୍ଚୁଆଲ୍ କୋର୍ଟ୍ସ

    ଭର୍ଚୁଆଲ୍ କୋର୍ଟ୍ ପରିକଳ୍ପନା ର ଲକ୍ଷ୍ୟ ହେଉଛି, ମାମଲାଗୁଡିକ ର ବିଚାର ଏକ ଭର୍ଚୁଆଲ୍ ପ୍ଲାଟଫର୍ମ ରେ କରି ଅଦାଲତରେ ମହକିଲ ତଥା ଆଇନଜୀବୀଙ୍କର ଉପସ୍ଥିତିର ଆବଶ୍ୟକତାକୁ ଲୋପ କରିବା

    njdg

    ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍

    ଇ-ଅଦାଲତ୍ ପ୍ରକଳ୍ପ ଆନୁକୁଲ୍ୟ ରେ କାର୍ଯ୍ୟକାରୀ ହୋଇଥିବା ଏକ ପ୍ରମୁଖ ଯୋଜନା ହେଉଛି ଏନ.ଜେ.ଡ଼ି.ଜି.ଯାହାକୁ ଭାରତ ସରକାରଙ୍କ “ବ୍ୟବସାୟିକ ପଦକ୍ଷେପ କୁ ସୁଗମ ...

    Touch screen kiosk

    ଟଚ୍ ସ୍କ୍ରିନ କିଓସ୍କ

    ଦେଶର ବିଭିନ୍ନ କୋର୍ଟ ପରିସରରେ ଟଚ୍ ସ୍କ୍ରିନ୍ କିଓସ୍କ ସ୍ଥାପିତ ହୋଇଛି

    e sewa kendra

    ଇ-ସେବା କେନ୍ଦ୍ର

    ସମସ୍ତ ହାଇକୋର୍ଟ ଗୁଡିକ ରେ ଏବଂ ପ୍ରତ୍ୟେକ ରାଜ୍ୟର ଗୋଟିଏ ଗୋଟିଏ ଜିଲ୍ଲା କୋର୍ଟରେ ପରୀକ୍ଷାମୂଳକ ଭାବରେ ଇ-ସେବା କେନ୍ଦ୍ରସବୁ ସୃଷ୍ଟି କରାଯାଇଛି

    efiling

    ଇ-ଫାଇଲିଂ

    ଇ-ଫାଇଲିଂ ବ୍ୟବସ୍ଥା ଆଇନଗତ କାଗଜପତ୍ରକୁ ଇଲେକ୍ଟ୍ରୋନିକ୍ ଉପାୟରେ ଦାଖଲ କରିବାରେ ସାହାଯ୍ୟ କରେ

    ନୂଆ କଣ

    icode

    ଇ-କୋର୍ଟ ସେବା ମୋବାଇଲ ଆପ ଏବଂ ଜଷ୍ଟ...

    ଉଭୟ ଇ-କୋର୍ଟ୍ସ ମୋବାଇଲ ଆପ ଏବଂ ଜଷ୍ଟ ଆଇ.ଏସ.(JustIS) ଆପ ସହ ଏକ ନୂତନ ବୈଶିଷ୍ଟ୍ୟ ରୂପେ “ଇଣ୍ଡିଆ କୋଡ”/ଭାରତୀୟ ବିଧି ଆପ କୁ ସଂଯୁକ୍ତ କରାଯାଇଛି, ଯାହା ବ୍ୟବହାରକାରୀ ମାନଙ୍କୁ ମୋବାଇଲ ରେ ସମସ୍ତ ଆଇନ ବା ନିୟମାବଳୀ ଏବଂ ବିଜ୍ଞପ୍ତି କୁ ପାଇବାରେ ସାହାଯ୍ୟ କରିବ । ଏହା ଦ୍ୱାରା ବ୍ୟବହାରକାରୀ…

    Adopting-Solutions

    The Courts and COVID-19: Adopting Solutions...

    Hon’ble Dr Justice D Y Chandrachud delivered a speech at the World Bank on the topic “The Courts and COVID-19: Adopting Solutions for Judicial Efficiency” on 17 June 2020. In the presentation, he discussed the immediate judicial responses to…

    ସବୁ ଦେଖନ୍ତୁ

    ପୁରସ୍କାର ଏବଂ ପ୍ରଶଂସା

    award image.

    ଡ଼ିଜିଟାଲ ଇଣ୍ଡିଆ – ସର୍ବୋତ୍ତମ ମୋବାଇଲ ଆପ

    ଡିଜିଟାଲ ଇଣ୍ଡିଆ ଆୱାର୍ଡ ୨୦୧୮ ଦ୍ୱାରା, ଏହାର ଇ-କୋର୍ଟ୍ ସେବା ପାଇଁ ଇ-କୋର୍ଟ୍ ପ୍ରକଳ୍ପକୁ ସର୍ବୋତ୍ତମ ମୋବାଇଲ ଆପ ବିବେଚିତ କରି ପ୍ଲାଟିନମ ଆୱାର୍ଡ ପ୍ରଦାନ କରାଯାଇଛି…

    award image

    ଜେମସ ଅଫ ଡିଜିଟାଲ ଇଣ୍ଡିଆ ଆୱାର୍ଡ

    ଇଲୋକଟ୍ରୋନିକ୍ସ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ, ଭାରତ ସରକାର ଇ-ଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଡିଜିଟାଲ ଇଣ୍ଡିଆ ରତ୍ନ ପୁରସ୍କାର ୨୦୧୮ (ବିଚାରକଙ୍କ ପସନ୍ଦ…

    ସବୁ ଦେଖନ୍ତୁ