Close

    ସାହାଯ୍ୟ

    ଏହି ପୋର୍ଟାଲ୍ ର ବିଷୟବସ୍ତୁ / ପୃଷ୍ଠାଗୁଡ଼ିକ ମାଧ୍ୟମରେ ପ୍ରବେଶ / ଦିଗନିର୍ଣୟ କରିବା କଷ୍ଟକର ହେଉଛିକି ?
    ଏହି ପୃଷ୍ଠା ଆପଣଙ୍କୁ ଏହି ପୋର୍ଟାଲ ବ୍ରାଉଜିଂ କରିବା ସମୟରେ ଏକ ସୁଖଦ ଅନୁଭୂତି ଦେବା ଦିଗରେ ସାହାଯ୍ୟ/ସହାୟତା ଦେବାକୁ ପ୍ରୟାସ କରେ ।

    ପ୍ରବେଶାଧିକାର

    ଯେକୌଣସି ପ୍ରଯୁକ୍ତିବିଦ୍ୟା ବା ଉପକରଣ ର ବ୍ୟବହାର କିମ୍ବା ସମର୍ଥତା ନିର୍ବଶେଷରେ ସମସ୍ତ ବ୍ୟବହାରକାରୀଙ୍କୁ ଏହି ସାଇଟର ଉପଲବ୍ଧତା ନିଶ୍ଚିତ କରିବାକୁ ଆମେ ବଦ୍ଧପରିକର । ସାଇଟର ପରିଦର୍ଶକ ମାନଙ୍କୁ ସର୍ବୋତ୍କୃଷ୍ଟ ତଥା ଉପଯୋଗୀ ତଥ୍ୟ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି ।

    ଏହି ୱେବସାଇଟରେ ଥିବା ସମସ୍ତ ସୂଚନାକୁ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରାଯାଇଛି। ଉଦାହରଣ ସ୍ୱରୂପ: ଦୃଷ୍ଟିଗତ ଅକ୍ଷମତା ଥିବା ଜଣେ ଉପଭୋକ୍ତା ସହାୟକ ପ୍ରଯୁକ୍ତି ବିଦ୍ୟା ଯେପରିକି ସ୍କ୍ରୀନ ରିଡର ବ୍ୟବହାର କରି ଏହି ୱେବସାଇଟରେ ପ୍ରବେଶ କରିପାରିବେ । ସ୍ୱଳ୍ପ ଦୃଷ୍ଟିଶକ୍ତି ବିଶିଷ୍ଟ ବ୍ୟକ୍ତି ବା ଉପଭୋକ୍ତା ଏହାର ଉଜ୍ଜ୍ୱଳତା ଏବଂ ଅକ୍ଷର ର ଆକାର ବୃଦ୍ଧି କରିବା ବିକଳ୍ପ ମଧ୍ୟ ବ୍ୟବହାର କରିପାରିବେ । ଏହି ୱେବସାଇଟ ୱାର୍ଲଡ ୱାଇଡ ୱେବ କନ୍ସୋଟ୍ରିୟମ (WBC) ଦ୍ଵାରା ସ୍ଥାପିତ ୱେବ ବିଷୟବସ୍ତୁ ଆକ୍ଶେଶିବିଲିଟି ଗାଇଡଲାଇନ (WCAG) 9.0 ର ସ୍ତର AA କୁ ପୂରଣ କରେ । ଯଦି ଏହି ସାଇଟରେ ପ୍ରବେଶାଧିକାର ବିଷୟରେ ଆପଣଙ୍କର କୌଣସି ଅସୁବିଧା ବା ପରାମର୍ଶ ଥାଏ, ତେବେ ଦୟା କରି ଆମକୁ ଆପଣଙ୍କ ମତାମତ ପଠାନ୍ତୁ ।

    ସ୍କ୍ରିନ ରିଡର ଆକ୍ଶେସ

    ଦୃଷ୍ଟିଗତ ଅକ୍ଷମତା ଥିବା ଜଣେ ଉପଭୋକ୍ତା ସହାୟକ ପ୍ରଯୁକ୍ତି ବିଦ୍ୟା ଯେପରିକି ସ୍କ୍ରୀନ ରିଡର ବ୍ୟବହାର କରି ଏହି ୱେବସାଇଟରେ ପ୍ରବେଶ କରିପାରିବେ ।

    ନିମ୍ନଲିଖିତ ସାରଣୀ ବିଭିନ୍ନ ସ୍କ୍ରିନ ରିଡର ସୂଚନା ସମ୍ପର୍କରେ ତାଲିକା ପ୍ରସ୍ତୁତ କରିଛି :

    ସ୍କ୍ରିନ ରିଡର ସୂଚନା
    ସ୍କ୍ରିନ ରିଡର ୱେବସାଇଟ ମାଗଣା / ବ୍ୟବସାୟିକ
    ସମସ୍ତଙ୍କ ପାଇଁ ସ୍କ୍ରିନ (SAFA) https://lists.sourceforge.net/lists/listinfo/safa-developer ମାଗଣା
    ଅଣଦୃଶ୍ୟମାନ (ଭିଜୁଆଲ ଆକସେସ) ଡେସ୍କଟପ ପ୍ରବେଶ (NVDA) http://www.nvda-project.org ମାଗଣା
    ସିଷ୍ଟମ ଆକସେସ ଟୁ ଗୋ http://www.satogo.com ମାଗଣା
    ଥଣ୍ଡର http://www.webbie.org.uk/thunder ମାଗଣା
    ୱେବ ଏନି ହୋୱେର http://webinsight.cs.washington.edu/ ମାଗଣା
    ଏଚ ଏ ଏଲ http://www.yourdolphin.co.uk/productdetail.asp?id=5 ବ୍ୟବସାୟିକ
    ଜେ ଏ ଡବ୍ଲୁ ଏସ http://www.freedomscientific.com/Downloads/JAWS ବ୍ୟବସାୟିକ
    ସୁପରନୋଭା http://www.yourdolphin.co.uk/productdetail.asp?id=1 ବ୍ୟବସାୟିକ
    ଉଇଣ୍ଡୋସ-ଆଇସ http://www.gwmicro.com/Window-Eyes/ ବ୍ୟବସାୟିକ

    ସୂଚନାକୁ ବିଭିନ୍ନ ଫାଇଲ ଫର୍ମାଟରେ ଦେଖିବାର ବ୍ୟବସ୍ଥା:

    ଏହି ୱେବସାଇଟ ଦ୍ଵାରା ପ୍ରଦତ୍ତ ସୂଚନା ବିଭିନ୍ନ ଫାଇଲ ଫର୍ମାଟରେ ଉପଲବ୍ଧ ଯେପରିକି ପିଡିଏଫ (PDF), ୱାର୍ଡ (Word), ଏକ୍ସସେଲ (Excel), ଏବଂ ପାୱାର ପଏଣ୍ଟ (Power Point) ଇତ୍ୟାଦି । ସୂଚନାକୁ ସଠିକ ଭାବରେ ଦେଖିବା ପାଇଁ ଆପଣଙ୍କ ବ୍ରାଉଜରରେ ଆବଶ୍ୟକ ପ୍ଲଗ-ଇନ କିମ୍ବା ସଫ୍ଟୱେର ରହିବା ଆବଶ୍ୟକ । ଉଦାହରଣ ସ୍ୱରୂପ, ଫ୍ଲାସ ଫାଇଲ ଦେଖିବା ପାଇଁ ଆଡ଼ୋବ ଫ୍ଲାସ ସଫ୍ଟୱେର ଆବଶ୍ୟକ । ଯଦି ଆପଣଙ୍କ ସିଷ୍ଟମରେ ଏହି ସଫ୍ଟୱେର ନାହି, ଆପଣ ଏହାକୁ ମାଗଣାରେ ଇଣ୍ଟରନେଟରୁ ଡାଉନଲୋଡ କରିପାରିବେ । ଏହି ଟେବଲ ବିଭିନ୍ନ ଫାଇଲ ଫର୍ମାଟରେ ସୂଚନା ଦେଖିବା ପାଇଁ ଆବଶ୍ୟକ ହେଉଥିବା ପ୍ଲଗ-ଇନଗୁଡିକୁ ତାଲିକାଭୁକ୍ତ କରିଛି

    ବିକଳ୍ପ ଡକୁମେଣ୍ଟ ପ୍ରକାର ପାଇଁ ଆବଶ୍ୟକ ପ୍ଲଗ-ଇନ
    ଡକୁମେଣ୍ଟ ପ୍ରକାର ଡାଉନଲୋଡ ପାଇଁ ପ୍ଲଗ-ଇନ
    ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ (PDF) ଆଡ଼ୋବ ଆକ୍ରୋବାଟ ରିଡର (ଏକ ନୂତନ ୱିଣ୍ଡୋରେ ଖୋଲିଥିବା ବାହ୍ୟ ୱେବସାଇଟ)