Close

    ମୋବାଇଲ୍ ଆପ୍ GIMS

    ଉଭୟ ସରକାରୀ ଓ ସର୍ବସାଧାରଣ ବ୍ୟବହାରକାରୀମାନଙ୍କ ମଧ୍ୟରେ ତତକ୍ଷଣାତ ଯୋଗାଯୋଗ ନିମନ୍ତେ ସରକାରୀ ତୁରନ୍ତ ବାର୍ତ୍ତା ପ୍ରେରଣ ବ୍ୟବସ୍ଥା (GIMS) ହେଉଛି ଏକ ମେସେଜିଂ ପ୍ଲାଟଫର୍ମ । ଏହା ତୁରନ୍ତ ବାର୍ତ୍ତା ପ୍ରେରଣ ନିମନ୍ତେ ଏକ ମୋବାଇଲ ଆପ୍ଲିକେଶନ(ପ୍ରୟୋଗ) ଏବଂ ପ୍ରଶାସନ ତଥା ଡ୍ୟାସବୋର୍ଡ ସେବା ପାଇଂ ଏକ ପୋର୍ଟାଲ୍ ପ୍ରଦାନ କରେ। ବିଭିନ୍ନ ସରକାରୀ ସଂଗଠନମାନଙ୍କରେ ବିଭିନ୍ନ ପ୍ରକାରର ବାର୍ତ୍ତା ପ୍ରେରଣ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପରିଚାଳନା ପାଇଁ GIMS( ଜିଆଇଏମଏସ) କୁ ମନମୁତାବକ ବିନ୍ୟାସ କରାଯାଇପାରିବ ।