Close

    ଇ-କାରାଗାର

    ଇ-କାରାଗାର ଆପ୍ଲିକେସନ ସୁଟ, ଜେଲ ଏବଂ କଏଦୀ ପରିଚାଳନା ସହିତ ଜଡିତ ସମସ୍ତ କାର୍ଯ୍ୟକଳାପକୁ ଏକୀଭୂତ କରେ। ଏହା କାରାଗାରରେ ଥିବା ଅନ୍ତେବାସୀ ମାନଙ୍କ ବିଷୟରେ ଗୁରୁତ୍ଵପୂର୍ଣ ସୂଚନା ଫୋୖଜଦାରୀ ନ୍ୟାୟୀକ ବ୍ୟବସ୍ଥା ରେ ଜଡିତ କୋର୍ଟ, ଜେଲ ଅଧିକାରୀ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ପ୍ରକୃତ ସମୟ ପରିବେଶରେ ପ୍ରଦାନ କରିଥାଏ । ଏହା ଅନଲାଇନ ସାକ୍ଷାତ ପାଇଁ ଅନୁରୋଧ ଏବଂ ଅଭିଯୋଗର ସମାଧାନ କୁ ସହଜ କରିଥାଏ ।

    ଏହି ଆପ୍ଲିକେସନ ସୁଟ ତିନୋଟି ମୁଖ୍ୟ ଉପାଦାନକୁ ନେଇ ଗଠିତ :

    ୧. ଇ-କାରାଗାର MIS: ଜେଲରେ ନୀତିଦିନିଆ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ପରିଚାଳନା ସୂଚନା ପ୍ରଣାଳୀ ସେମାନଙ୍କର ନୀତିଦିନିଆ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୁଏ ।

    ୨. NPIP: ଜାତୀୟ କାରାଗାର ସୂଚନା ପୋର୍ଟାଲ ହେଉଛି ଏକ ନାଗରିକ କୈନ୍ଦ୍ରିକ ପୋର୍ଟାଲ ଯାହା ଦେଶର ବିଭିନ୍ନ ଜେଲ ର ପରିସଂଖ୍ୟାନ ସଂକ୍ରାନ୍ତ ତଥ୍ୟ ବିଷୟ ରେ ଦର୍ଶାଇଥାଏ ।

    ୩. କାରା ବଜାର: ଅନ୍ତେବାସୀଙ୍କ ଦ୍ଵାରା ଦେଶର ବିଭିନ୍ନ ଜେଲ ରେ ଉତ୍ପାଦିତ ଦ୍ରବ୍ଯର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ପୋର୍ଟାଲ ।

    ଇ-କାରାଗାର ୱେବସାଇଟ