Close

    ଅଫିସିଆଲ୍ ଇମେଲ୍ ପାଇଁ ହେଲ୍ପ ଡେସ୍କ

    ଅଫିସିଆଲ ଇମେଲ ପରିଚୟ – @aij.gov.in ପ୍ରାପ୍ତ କରିବା ପାଇଁ ସହାୟତା ଡେସ୍କ

    ଅଫିସିଆଲ ଇମେଲ ପରିଚୟ – @aij.gov.in ର ବ୍ୟବହାରକାରୀ ମାନଙ୍କର ସହାୟତା କରିବା ପାଇଁ ଭାରତୀୟ ଉଚ୍ଚତମ ନ୍ୟାୟାଳୟର ଇ-କମିଟି ଦ୍ୱାରା ଏକ ସହାୟତା ଡେସ୍କ କାର୍ଯ୍ୟକାରୀ କରାଯାଇଛି ।
    ଉକ୍ତ ସହାୟତା ଡେସ୍କ ର ଠିକଣା ନିମ୍ନରେ ପ୍ରଦତ୍ତ ହେଲା :
    ଦୂରଭାଷ ନମ୍ବର. 011-23112006
    ଇ-ମେଲ: mhr-ecommittee@aij.gov.in

    ଅଫିସିଆଲ ଇମେଲ ପରିଚୟ – @aij.gov.in ର ପାସୱାର୍ଡ଼ ପରିବର୍ତନ କରିବା ପାଇଁ ଉପାୟ

    ନ୍ୟାୟିକ ଅଧିକାରୀ ମାନଙ୍କର ଇ-ମେଲ ଆବେଦନ ଫର୍ମ (ପି. ଡି. ଏଫ. 50KB)

    ନୂତନ ସୂଚନା/ପୁନରାବୃତ୍ତି ହେଉଥିବା ପ୍ରଶ୍ନାବଳୀ