Close

    ଭିଡିଓ କନଫରେନ୍ସ

    ଇ-କମିଟି ର ମାନ୍ୟବର ଅଧ୍ଯକ୍ଷ ଏପ୍ରିଲ ୨୦୨୦ ରେ କୋର୍ଟ୍ ଗୁଡିକ ପାଇଁ ଭିଡିଓ କନଫରେନସି°ର ଆଦର୍ଶ ନିୟମାବଳୀ ପ୍ରସ୍ତୁତ କରିବାକୁ ଉଚ୍ଚ ନ୍ୟାୟାଳୟ ର ୫ ଜଣ ଅଭିଜ୍ଞ ବିଚାରପତିଙ୍କୁ ନେଇ ଏକ ଉପ କମିଟି ଗଠନ କରିଥିଲେ। ସମସ୍ତ ଉଚ୍ଚ ନ୍ୟାୟାଳୟ ମାନଙ୍କ ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଅଦାଲତ୍ ଗୁଡିକ ପାଇଁ ଭିଡିଓ କନଫରେନସି° ର ଆଦର୍ଶ ନିୟମାବଳୀ କୁ ଚୂଡାନ୍ତ କରାଯାଇଥିଲା ଏବଂ ସେଗୁଡିକୁ ଗ୍ରହଣ ତଥା ବ୍ୟବହାର ପାଇଁ ସମସ୍ତ ଉଚ୍ଚ ନ୍ୟାୟାଳୟ ମାନଙ୍କୁ ପ୍ରେରଣ କରଯାଇଥିଲା ।

    ଅଦାଲତରେ ଭିଡିଓ କନଫରେନସି° ପାଇଁ ଆଦର୍ଶ ନିୟମାବଳୀ