Close

    ଶ୍ରୀମତୀ ଆର୍. ଆରୁଲ୍ ମୋଝିସେଲ୍ ଭି

    2020082870-oumh2p1looco72tdzmez8ozw0xtppzalwfj25t5440
    • ଇ-ମେଲ: hr-ecommittee[at]aij[dot]gov[dot]in
    • ପଦବୀ: ସଦସ୍ୟ। – ମାନବ ସମ୍ବଳ

    ମହାଶୟା ୨୮.୦୫.୨୦୨୦ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚତ୍ତମ ନ୍ୟାୟାଳୟ ର ଇ-କମିଟି ରେ ସଦସ୍ୟ। (ମାନବ ସମ୍ବଳ) ଭାବେ ପ୍ରତିନିଧିତ୍ଵ କରୁଛନ୍ତି ।

    • ମହାଶୟା ତାମିଲନାଡୁ ନ୍ୟାୟିକ ସେବାର ୨୦୦୩ ବ୍ୟାଚ ର ନ୍ୟାୟିକ ଅଧିକାରୀ ।

    • ଜିଲ୍ଲା ନ୍ୟାୟପାଳିକାରେ ୨୦ ବର୍ଷ ନ୍ୟାୟିକ ସେବା

    • ଇ-କମିଟି ରେ ଯୋଗ ଦେବା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଏବଂ ତାମିଲନାଡୁ ରାଜ୍ୟ ନ୍ୟାୟିକ ଏକାଡେମୀରେ ସ୍ଵତନ୍ତ୍ର ଦାୟିତ୍ଵ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।

    • ଉବୁନ୍ତୁ ତଥା ସିଆଇଏସର ନିପୁଣ ପ୍ରଶିକ୍ଷିକା ।

    • ସାଇବର ଅପରାଧର ନିପୁଣ ପ୍ରଶିକ୍ଷିକା (ଜାତୀୟ ପୁଲିସ ଏକାଡେମୀ, ହାଇଦ୍ରାବାଦ ଦ୍ଵାରା ପ୍ରଶିକ୍ଷିତ)

    • ସିଆଇଏସ ଏବଂ ଉବୁନ୍ତୁ ଉପରେ କର୍ମଚାରୀ ଏବଂ ନ୍ୟାୟିକ ଅଧିକାରୀଙ୍କ ପାଇଁ ଅନେକ ତାଲିମ କାର୍ଯ୍ୟକ୍ରମ ପରିଚାଳନ କରିଛନ୍ତି ।

    • ତାମିଲନାଡୁର ସମସ୍ତ ଜିଲ୍ଲାରେ ସାଇବର ଅପରାଧ ଉପରେ ତାମିଲନାଡୁର ନ୍ୟାୟିକ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

    • ସେ ଲେଖିଥିବା ନିୟାମକ ପୁସ୍ତିକା:
    ୧. ମାମଲା ସୂଚନା ପ୍ରଣାଳୀ (ସି.ଆଇ. ଏସ୍.) ପାଇଁ ସହଜ ସୂତ୍ର
    ୨. ମାମଲା ସୂଚନା ପ୍ରଣାଳୀ ୨.୦ (ସି. ଆଇ.ଏସ୍ ୨.୦)
    ୩. ମାମଲା ସୂଚନା ପ୍ରଣାଳୀ ୩.୦ (ସି. ଆଇ.ଏସ୍ ୩.୦)
    ୪. Vidyo ମାଧ୍ୟମରେ ଭିଡିଓ କନ୍ ଫରେନ୍ସିଙ୍ଗ୍
    ୫. JUSTIS Mobile App ମାଧ୍ୟମରେ ମାମଲା ପରିଚାଳନା
    ୬. ଭାରତର ଉଚ୍ଚତ୍ତମ ନ୍ୟାୟାଳୟ ଏବଂ ଜିଲ୍ଲା କୋର୍ଟ୍ ରେ ଇ-ଦାଖଲ ନିମନ୍ତେ କ୍ରମ।ନୁଯାୟୀ ନିର୍ଦେଶାବଳୀ
    ୭. ଓକିଲମାନଙ୍କ ପାଇଁ ଇଲେକ୍ଟ୍ରୋନିକ୍ କେସ୍ ମ୍ୟାନେଜମେଣ୍ଟ ଉପକରଣ
    ୮.ଇକୋର୍ଟ ସେବା ମୋବାଇଲ୍ ଆପ୍ଲିକେସନ୍ ପ୍ରକରଣ ପୁସ୍ତିକା
    ୯. ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନ. ଜେ. ଡି. ଜି.) ଜରିଆରେ ନ୍ୟାୟାଳୟ ଏବଂ ମାମଲା ପରିଚାଳନା