Close

    ପ୍ରଭିନ ରାଓ

    praveen rao
    • ପଦବୀ: ବୈଜ୍ଞାନିକ – ଏଫ୍

    ● ମହାଶୟ ମହାରାଷ୍ଟ୍ରର ମରାଥୱାଡା ବିଶ୍ବବିଦ୍ୟାଳୟରୁ କମ୍ପୁଟର ସାଇନ୍ସ ରେ ଏମ୍ .ଏସ୍ ସି ଶିକ୍ଷା ଲାଭ କରିଛନ୍ତି। ଇ-କୋର୍ଟ୍ ପ୍ରୋଜେକ୍ଟ ର ବିଭିନ୍ନ ପ୍ରୟୋଗକୁ ବିନ୍ୟ।ସ, ବିକାଶ ଏବଂ କାର୍ଯ୍ୟାନ୍ୱୟନ ରେ ବୈଜ୍ଞାନିକ– ଏଫ୍ ଜଡିତ ଅଟନ୍ତି ।

    ● ୧୯୯୭ ମସିହାରେ ସାଇଣ୍ଟିଫିକ ଅଫିସର “ଏସ୍.ବି” ପଦବୀରେ ଜାତୀୟ ସୂଚନା ବିଭାଗରେ ଯୋଗଦାନ ଦେଇଥିଲେ ଏବଂ ସଫ୍ଟୱେର ଡେଭେଲପମେନ୍ଟ ୟୁନିଟ, ଜାତୀୟ ସୂଚନା ବିଭାଗ ପୁନେରେ ନିଯୋଜିତ ହୋଇଥିଲେ ।

    ● ୨୦୧୦ ମସିହାରେ ଇ-କୋର୍ଟ୍ ପ୍ରୋଜେକ୍ଟ ରେ ଯୋଗଦାନ କଲେ ।