Close

    ଅମୋଲ କେ. ଅଭିନାଶେ

    Amol K Avinashe
    • ପଦବୀ: ବୈଜ୍ଞାନିକ – ଏଫ୍

    ମହାଶୟ ଗଭର୍ନମେନ୍ଟ କଲେଜ ଅଫ ଇଞ୍ଜିନିୟରିଂ, ଅମରାବତି, ମହାରାଷ୍ଟ୍ର ରୁ (କମ୍ପୁଟର ସାଇନ୍ସ) ରେ ବି.ଇ. ଶିକ୍ଷା ଲାଭ କରିଛନ୍ତି ଓ ସେ ଇ-କୋର୍ଟ୍ ପ୍ରୋଜେକ୍ଟ ର ବିଭିନ୍ନ ପ୍ରୟୋଗ ର ବିନ୍ୟ।ସ, ବିକାଶ ଏବଂ କାର୍ଯ୍ୟାନ୍ୱୟନ ରେ ଜଡିତ ଅଟନ୍ତି।

    • ସେ ୧୯୯୭ ମସିହାରେ ସାଇଣ୍ଟିଫିକ ଅଫିସର (ଏସ. ବି.) ଭାବରେ ଜାତୀୟ ସୂଚନା କେନ୍ଦ୍ରରେ ଯୋଗଦେଲେ ଓ ବମ୍ବେ ଉଚ୍ଚନ୍ୟାୟାଳୟ ରେ ଫେବୁଆରୀ ୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ଉକ୍ତ କାର୍ଯ୍ୟକାଳ ମଧ୍ୟରେ ସେ କେସ୍ ମ୍ୟାନେଜମେଣ୍ଟ ସଫ୍ଟୱେର କୁ ବିନ୍ୟାସ, ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିଥିଲେ ।

    • ସେ ମାର୍ଚ୍ଚ ୨୦୧୬ ରେ ଇ-କୋର୍ଟ୍ ପ୍ରଜେକ୍ଟରେ ଯୋଗଦାନ କରି ପୁନେ ର ସଫ୍ଟୱେର ଡେଭେଲପମେନ୍ଟ ୟୁନିଟ ରେ କାର୍ଯ୍ୟ କରୁଛନ୍ତି ।