Close

    ଇ-ଫାଇଲିଂ

    e filing

    ଇ-ଫାଇଲିଂ ବ୍ୟବସ୍ଥା ଆଇନଗତ କାଗଜପତ୍ରକୁ ଇଲେକ୍ଟ୍ରୋନିକ୍ ଉପାୟରେ ଦାଖଲ କରିବାରେ ସାହାଯ୍ୟ କରେ । ଇ-ଫାଇଲିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିଥିବା ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ଇ-ଫାଇଲିଂ ର ବ୍ୟବହାର ଦ୍ୱାରା ମାମଲା ଗୁଡିକ (ଉଭୟ ଦେୱାନୀ ଏବଂ ଫୋୖଜଦାରୀ) ଦାଖଲ କରାଯାଇପାରିବ। ଇ-ଫାଇଲିଂ ର ଲକ୍ଷ୍ୟ ହେଉଛି କାଗଜବିହୀନ ମାମଲା ଦାଖଲ ପ୍ରକ୍ରିୟା କୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ କୋର୍ଟରେ ମାମଲା ଦାୟର କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗକରି ସମୟ ଏବଂ ଅର୍ଥ ସଞ୍ଚୟ କରିବା ।

    ପରିଦର୍ଶନ କରନ୍ତୁ : https://efiling.ecourts.gov.in/