ଭାରତି. ଏସ୍. ଜାଦଭ୍

ମହାଶୟା ସିକିମ ମଣିପାଳ ବିଶ୍ୱବିଦ୍ୟାଳୟ ରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ଏମ୍. ଏସ୍.ସି ଶିକ୍ଷା ଲାଭ କରିଛନ୍ତିଏବଂ ସେ ଇ-କୋର୍ଟ୍ ପ୍ରୋଜେକ୍ଟ ର ବିଭିନ୍ନ ପ୍ରୟୋଗର ଡିଜାଇନ୍, ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିବା ପାଇଁ ନିଯୋଜିତ ଅଛନ୍ତି ।
• ୧୯୯୮ ମସିହାରେ ଜାତୀୟ ସୂଚନା କେନ୍ଦ୍ର ଗୋଆ ରେ ବୈଜ୍ଞାନିକ/ ବୈଷୟିକ ସହାୟକ “ଏ” ଭାବରେ ଯୋଗଦାନ କଲେ ।
• ଜାତୀୟ ସୂଚନା କେନ୍ଦ୍ର , ଗୋଆ ରେ ୧୯୯୮ ରୁ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟ କଲେ ଏବଂ ଏସ୍. ଏମ୍.ଜି କାର୍ଯ୍ୟ ରେ ନିଯୋଜିତ ହେଲେ ।
• ୨୦୦୦ ମସିହା ମାର୍ଚ୍ଚ ରେ ସଫ୍ଟୱେର ଡେଭେଲପମେନ୍ଟ ୟୁନିଟ, ପୁନେ କୁ ଟ୍ରାନ୍ସଫର ହେଲେ ଏବଂ ଏସ୍. ଏମ୍.ଜି ଗ୍ରୁପରେ ଯୋଗଦାନ କଲେ ।
• ସେ ୨୦୦୩ ମସିହା ରୁ ଇ-କୋର୍ଟ୍ ପ୍ରୋଜେକ୍ଟ ରେ କାର୍ଯ୍ୟ କରିଆସୁଛନ୍ତି ।