Close

    ଅର୍ଚ୍ଚନା ନିଶାଲ

    Archana Nisal
    • ପଦବୀ: ବୈଜ୍ଞାନିକ –ଡ଼ି

    ମହାଶୟା ପୁନେ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ର ରୁ ଏମ୍.ସି. ଏମ୍ ଶିକ୍ଷା ଲାଭ କରି ଜାତୀୟ ସୂଚନା କେନ୍ଦ୍ର ରେ ଜଣେ ପ୍ରୋଗ୍ରାମର / ବୈଜ୍ଞାନିକ ସହାୟକ ‘ବି’ ଭାବରେ ୨୦୦୧ ମସିହା ମାର୍ଚ୍ଚ ରେ ଯୋଗଦାନ କଲେ । ସେ ଇ-କୋର୍ଟ୍ ପ୍ରୋଜେକ୍ଟ ର ବିଭିନ୍ନ ପ୍ରୟୋଗର ବିନ୍ୟାସ, ବିକାଶ ଏବଂ କାର୍ଯ୍ୟାନ୍ୱୟନ ରେ ନିୟୋଜିତ ହୋଇଛନ୍ତି ।

    • ସେ ସଫ୍ଟୱେର ଡେଭେଲପମେନ୍ଟ ୟୁନିଟ , ପୁନେ ଠାରେ ୨୦୦୧ ରୁ ୨୦୧୨ ମସିହା ଯାଏ କାର୍ଯ୍ୟ କରିଥିଲେ ଏବଂ ୨୦୧୩ ମସିହା ରେ ଇ-କୋର୍ଟ ପ୍ରୋଜେକ୍ଟ ରେ ଯୋଗଦାନ କଲେ ।