Close

    ଉଲ୍ଲେଖନୀୟ ସଫଳତା

    ଇ-କୋର୍ଟ୍ ପ୍ରକଳ୍ପ ଅଧୀନରେ ହାସଲ ହୋଇଥିବା ଗୁରୁତ୍ବପୂର୍ଣ ସଫଳତା ।

    • ବିଶ୍ଵର ସର୍ବ ବୃହତ ମାଗଣା ଏବଂ ମୁକ୍ତ ଉର୍ତ୍ସ ସଫ୍ଟୱେର (FOSS) ଆଧାରିତ କେସ ସୂଚନା ଏବଂ ପରିଚାଳନା ବ୍ୟବସ୍ଥାର ବିକାଶ । ଏକ FOSS ଆଧାରିତ ପ୍ଲାଟଫର୍ମ ଗ୍ରହଣ କରିବା ଦ୍ୱାରା ଲାଇସେନ୍ସ ଫି ଏବଂ ରକ୍ଷଣା ବେକ୍ଷଣ ଦିଗରେ ବାରମ୍ବାର ହେଉଥିବା ଖର୍ଚ୍ଚ କୁ ଅନ୍ତର୍ଭୁକ୍ତ ନକରି ଦେଶ ର ଆନୁମାନିକ (୩୪୦୦ ମିଲିୟନ) ୩୪୦ କୋଟି ଟଙ୍କା ସଞ୍ଚୟ ହେଲା ।
    • ଭାରତର ସମସ୍ତ ଜିଲ୍ଲା ତଥା ଅଧସ୍ତନ ଅଦାଲତ୍ ପାଇଁ ଏକ ସାଧାରଣ ମକଦ୍ଦମା ପରିଚାଳନା ଏବଂ ସୂଚନା ବ୍ୟବସ୍ଥା “ସି ଆଇ ଏସ ଜାତୀୟ କୋର ଭି ୩.୨” ସଫ୍ଟୱେର ର ସୃଷ୍ଟି ।
    • କେସ ମାନେଜମେଣ୍ଟ ଏବଂ ସୂଚନା ପ୍ରଣାଳୀ “ସି ଆଇ ଏସ ନ୍ଯାଶନାଲ ଜାତୀୟ କୋର ଭି ୧.୦” ଭାରତର ସମସ୍ତ ୨୨ ଟି ଉଚ୍ଚ ନ୍ୟାୟାଳୟ ରେ ଲାଗୁ ହୋଇଛି ।
    • ସାରା ଦେଶରେ ୩୨୫୬ ଟି କୋର୍ଟ୍ କଂପ୍ଲେକ୍ସର ତଥ୍ୟ ବର୍ତ୍ତମାନ ଅନଲାଇନର ଉପଲବ୍ଧ ।
    • ୬୮୮ ଟି ଜିଲ୍ଲା କୋର୍ଟ୍ ର ପୃଥକ ୱେବସାଇଟ ପ୍ରତିଷ୍ଠିତ ।
    • ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍ (ଏନ ଯେ ଡ଼ି ଜି) ଜିଲ୍ଲା ଏବଂ ତାଲୁକ କୋର୍ଟ୍ ରୁ ୧୩.୬୦ କୋଟି ମକଦ୍ଦମାର (୧୩୬୦ ନିୟୁତ) (ଉଭୟ ବିଚାରାଧୀନ ଏବଂ ବିଚାର ସରିଥିବା)ର ତଥ୍ୟ ଧାରଣ କରିଛି ।
    • ସମୁଦାୟ ୩.୩୮ କୋଟି (୩୩୮ ନିୟୁତ) ମାମଲା (ବିଚାରାଧୀନ) ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳୟର ୧୨.୪୯ କୋଟି (୧୨୪୯ ନିୟୁତ) ଆଦେଶ ଏବଂ ରାୟ ବର୍ତମାନ ଅନଲାଇନରେ ଉପଲବ୍ଧ ।
    • ୪.୫୪ ନିୟୁତ ଆଣ୍ଡ୍ରଏଡ୍ ବ୍ୟବହାରକାରୀ ଇ-କମିଟି ଦ୍ଵାରା ବିକଶିତ ମୋବାଇଲ ଆପ ଡାଉନଲୋଡ କରିଛନ୍ତି ।