Close

    LIMBS ଏଲ ଆଇ ଏମ ବି ଏସ

    କୋର୍ଟ ମାମଲା ଗୁଡିକ ପାଇଁ ଏଲ୍ ଆଇ ଏମ୍ ବିଏସ୍ ହେଉଛି ଏକ ଅନଲାଇନ ମନିଟରିଂ ଉପକରଣ। ଏହା ଆଇନ ବିଭାଗ ଦ୍ଵାରା ପରିଚାଳିତ। ଏହା ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚନ୍ୟାୟାଳୟ ଗୁଡିକରେ ବିଚାରାଧୀନ,ଭାରତ ସରକାରଙ୍କ ସହ ଜଡିତ ଥିବା ସମସ୍ତ ମାମଲାର ଟ୍ରାକିଂ ଏବଂ ମନିଟରିଂକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ।

    LIMBS ଏବଂ ଇ-କୋର୍ଟର ପାରସ୍ପରିକ କାର୍ଯ୍ୟଦକ୍ଷତା କୁ ମୁକ୍ତ API ମାଧ୍ୟମରେ ବ୍ୟବହାର କରାଯାଇପାରିବ ।