ଏହି ପୋର୍ଟାଲ୍ ର ବିଷୟବସ୍ତୁ / ପୃଷ୍ଠାଗୁଡ଼ିକ ମାଧ୍ୟମରେ ପ୍ରବେଶ / ଦିଗନିର୍ଣୟ କରିବା କଷ୍ଟକର ହେଉଛିକି ?
ଏହି ପୃଷ୍ଠା ଆପଣଙ୍କୁ ଏହି ପୋର୍ଟାଲ ବ୍ରାଉଜିଂ କରିବା ସମୟରେ ଏକ ସୁଖଦ ଅନୁଭୂତି ଦେବା ଦିଗରେ ସାହାଯ୍ୟ/ସହାୟତା ଦେବାକୁ ପ୍ରୟାସ କରେ ।
ପ୍ରବେଶାଧିକାର
ଯେକୌଣସି ପ୍ରଯୁକ୍ତିବିଦ୍ୟା ବା ଉପକରଣ ର ବ୍ୟବହାର କିମ୍ବା ସମର୍ଥତା ନିର୍ବଶେଷରେ ସମସ୍ତ ବ୍ୟବହାରକାରୀଙ୍କୁ ଏହି ସାଇଟର ଉପଲବ୍ଧତା ନିଶ୍ଚିତ କରିବାକୁ ଆମେ ବଦ୍ଧପରିକର । ସାଇଟର ପରିଦର୍ଶକ ମାନଙ୍କୁ ସର୍ବୋତ୍କୃଷ୍ଟ ତଥା ଉପଯୋଗୀ ତଥ୍ୟ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି ।
ଏହି ୱେବସାଇଟରେ ଥିବା ସମସ୍ତ ସୂଚନାକୁ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରାଯାଇଛି। ଉଦାହରଣ ସ୍ୱରୂପ: ଦୃଷ୍ଟିଗତ ଅକ୍ଷମତା ଥିବା ଜଣେ ଉପଭୋକ୍ତା ସହାୟକ ପ୍ରଯୁକ୍ତି ବିଦ୍ୟା ଯେପରିକି ସ୍କ୍ରୀନ ରିଡର ବ୍ୟବହାର କରି ଏହି ୱେବସାଇଟରେ ପ୍ରବେଶ କରିପାରିବେ । ସ୍ୱଳ୍ପ ଦୃଷ୍ଟିଶକ୍ତି ବିଶିଷ୍ଟ ବ୍ୟକ୍ତି ବା ଉପଭୋକ୍ତା ଏହାର ଉଜ୍ଜ୍ୱଳତା ଏବଂ ଅକ୍ଷର ର ଆକାର ବୃଦ୍ଧି କରିବା ବିକଳ୍ପ ମଧ୍ୟ ବ୍ୟବହାର କରିପାରିବେ । ଏହି ୱେବସାଇଟ ୱାର୍ଲଡ ୱାଇଡ ୱେବ କନ୍ସୋଟ୍ରିୟମ (WBC) ଦ୍ଵାରା ସ୍ଥାପିତ ୱେବ ବିଷୟବସ୍ତୁ ଆକ୍ଶେଶିବିଲିଟି ଗାଇଡଲାଇନ (WCAG) 9.0 ର ସ୍ତର AA କୁ ପୂରଣ କରେ । ଯଦି ଏହି ସାଇଟରେ ପ୍ରବେଶାଧିକାର ବିଷୟରେ ଆପଣଙ୍କର କୌଣସି ଅସୁବିଧା ବା ପରାମର୍ଶ ଥାଏ, ତେବେ ଦୟା କରି ଆମକୁ ଆପଣଙ୍କ ମତାମତ ପଠାନ୍ତୁ ।
ସ୍କ୍ରିନ ରିଡର ଆକ୍ଶେସ
ଦୃଷ୍ଟିଗତ ଅକ୍ଷମତା ଥିବା ଜଣେ ଉପଭୋକ୍ତା ସହାୟକ ପ୍ରଯୁକ୍ତି ବିଦ୍ୟା ଯେପରିକି ସ୍କ୍ରୀନ ରିଡର ବ୍ୟବହାର କରି ଏହି ୱେବସାଇଟରେ ପ୍ରବେଶ କରିପାରିବେ ।
ନିମ୍ନଲିଖିତ ସାରଣୀ ବିଭିନ୍ନ ସ୍କ୍ରିନ ରିଡର ସୂଚନା ସମ୍ପର୍କରେ ତାଲିକା ପ୍ରସ୍ତୁତ କରିଛି :