Close

    ମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ଆର.ସି.ଚଉହାନ, ପୂର୍ବତନ ବିଚାରପତି, ବମ୍ବେ ଉଚ୍ଚ ନ୍ୟାୟାଳୟ

    Mr Justice R.C. Chavan
    • ପଦବୀ: ଉପାଧ୍ୟକ୍ଷ

    • ମାନ୍ୟବର ନ୍ୟାୟମୂର୍ତ୍ତି ମହୋଦୟ ମାର୍ଚ୍ଚ ୧, ୧୯୭୬ ମସିହା ରେ ନ୍ୟାୟିକ ସେବାରେ ଯୋଗ ଦେଇଥିଲେ ।

    • ୨୨ ଜୁନ, ୨୦୦୫ ମସିହା ରେ ବିଚାରପତି ଭାବେ ବମ୍ବେ ଉଚ୍ଚ ନ୍ୟାୟାଳୟ ଭାବରେ ଅଧିଷ୍ଠିତ ହୋଇଥିଲେ ।

    • ୧୧ ଅପ୍ରେଲ, ୨୦୧୪ ମସିହା ରେ ଅବସର ଗ୍ରହଣ କରିଥିଲେ ।

    • ୨୦୧୩ ମସିହା ରୁ ଅକ୍ଟୋବର ୩୧,୨୦୧୫ ମସିହା ପର୍ଯ୍ୟନ୍ତ ରାଜ୍ୟ ଉପଭୋକ୍ତା ଆୟୋଗର ସଭାପତି ରୂପେ କାର୍ଯ୍ୟ କରିଥିଲେ ।

    • ଗତ ୨୫ ବର୍ଷ ଧରି ନ୍ୟାୟାଳୟ ମାନଙ୍କରେ ସୂଚନା ଓ ପ୍ରଯୁକ୍ତି ପ୍ରକଳ୍ପ ସହିତ ଜଡିତ ଅଛନ୍ତି ।

    • ୨ ମାର୍ଚ୍ଚ, ୨୦୨୦ ମସିହା ରେ ଇ-କମିଟି ର ଉପାଧ୍ୟକ୍ଷ ଭାବରେ ଯୋଗ ଦେଲେ ।