ଶ୍ରୀମତୀ କେ. ଏସ୍. ଦିକ୍ସିତ
![K S Dixit](https://cdnbbsr.s3waas.gov.in/s388ef51f0bf911e452e8dbb1d807a81ab/uploads/bfi_thumb/2020082871-qnwy6glqmbwgr4hlzys9pvqmmzxcwu1rwp4fuwmw0w.jpg)
ମହାଶୟା ଆନାମାଲାଇ ବିଶ୍ୱବିଦ୍ୟାଳୟ ଚେନ୍ନଇ ରୁ ଏମ୍ . ଏସ୍. ସି (ଆଇ.ଟି) ଶିକ୍ଷା ଲାଭ କରିଛନ୍ତି । ଇ-କୋର୍ଟ୍ ପ୍ରୋଜେକ୍ଟ ର ବିଭିନ୍ନ ପ୍ରୟୋଗର ଡିଜାଇନ୍, ବିକାଶ ଏବଂ କାର୍ଯ୍ୟାନ୍ୱୟନ ରେ ସେ ନିଯୋଜିତ ଅଛନ୍ତି ।
• ୧୯୮୯ ମସିହାରେ ବୈଜ୍ଞାନିକ/ବୈଷୟିକ ସହାୟକ ‘ଏ’ ଭାବରେ ଜାତୀୟ ସୂଚନା କେନ୍ଦ୍ରରେ ନିଯୁକ୍ତ ହେଲେ ।
• ୨୦୦୯ ମସିହାରେ ଇ-କୋର୍ଟ୍ ପ୍ରଜେକ୍ଟରେ ଯୋଗଦାନ କଲେ ।