ମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ଆର.ସି.ଚଉହାନ, ପୂର୍ବତନ ବିଚାରପତି, ବମ୍ବେ ଉଚ୍ଚ ନ୍ୟାୟାଳୟ
• ମାନ୍ୟବର ନ୍ୟାୟମୂର୍ତ୍ତି ମହୋଦୟ ମାର୍ଚ୍ଚ ୧, ୧୯୭୬ ମସିହା ରେ ନ୍ୟାୟିକ ସେବାରେ ଯୋଗ ଦେଇଥିଲେ ।
• ୨୨ ଜୁନ, ୨୦୦୫ ମସିହା ରେ ବିଚାରପତି ଭାବେ ବମ୍ବେ ଉଚ୍ଚ ନ୍ୟାୟାଳୟ ଭାବରେ ଅଧିଷ୍ଠିତ ହୋଇଥିଲେ ।
• ୧୧ ଅପ୍ରେଲ, ୨୦୧୪ ମସିହା ରେ ଅବସର ଗ୍ରହଣ କରିଥିଲେ ।
• ୨୦୧୩ ମସିହା ରୁ ଅକ୍ଟୋବର ୩୧,୨୦୧୫ ମସିହା ପର୍ଯ୍ୟନ୍ତ ରାଜ୍ୟ ଉପଭୋକ୍ତା ଆୟୋଗର ସଭାପତି ରୂପେ କାର୍ଯ୍ୟ କରିଥିଲେ ।
• ଗତ ୨୫ ବର୍ଷ ଧରି ନ୍ୟାୟାଳୟ ମାନଙ୍କରେ ସୂଚନା ଓ ପ୍ରଯୁକ୍ତି ପ୍ରକଳ୍ପ ସହିତ ଜଡିତ ଅଛନ୍ତି ।
• ୨ ମାର୍ଚ୍ଚ, ୨୦୨୦ ମସିହା ରେ ଇ-କମିଟି ର ଉପାଧ୍ୟକ୍ଷ ଭାବରେ ଯୋଗ ଦେଲେ ।