Close

    ଟଚ୍ ସ୍କ୍ରିନ କିଓସ୍କ

    TOUCH SCREEN KIOSKS

    ଦେଶର ବିଭିନ୍ନ କୋର୍ଟ ପରିସରରେ ଟଚ୍ ସ୍କ୍ରିନ୍ କିଓସ୍କ ସ୍ଥାପିତ ହୋଇଛି । ଏହାଦ୍ୱାରା ମକଦ୍ଦମାକାରୀ ଏବଂ ଓକିଲମାନେ ମାମଲାର ସ୍ଥିତି, ବାଦ ତାଲିକା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଖି ଜାଣିପାରିବେ। ସେହିଭଳି ପ୍ରତ୍ୟେକ କୋର୍ଟ ପରିସରରେ ସ୍ଥାପିତ ନ୍ୟାୟିକ ସେବା କେନ୍ଦ୍ରରୁ ମଧ୍ୟ ମାମଲା ସମ୍ପର୍କିତ ସୂଚନା ମିଳିପାରିବ ।