Close

    ଇ-ଦେୟ

    ଏହି ସେବା ଅଦାଲତ ପାଉଣା, ଜୋରିମାନା, ଆର୍ଥିକ ତଣ୍ଡ ଏବଂ ନ୍ୟାୟିକ ଜମା କୁ ଅନଲାଇନ ଦ୍ୱାରା ଦାଖଲ କରିବାରେ ସହାୟତା କରେ । ନାଗରିକ ମାନଙ୍କ ସୁବିଧା ପାଇଁ ଇ-ପେମେଣ୍ଟ ପୋର୍ଟ।ଲ କୁ ଏସ ବି ଆଇ, ଇ-ପେ, ଜି ଆର ଏ ଏସ, ଇ-ଜି ଆର ଏ ଏସ, ଜେଇ ଜି ଆର ଏ ଏସ, ହିମକୋସ ଇତ୍ଯାଦି ପରି ରାଜ୍ୟ ନିର୍ଦ୍ଧିଷ୍ଟ ସେଵାପ୍ରଦାନକାରୀ ସଂସ୍ଥା ମାନଙ୍କ ସହିତ ଏକୀଭୂତ କରାଯାଇଛି।

    ଇ-ଦେୟ ୱେବସାଇଟ ପରିଦର୍ଶନ କରନ୍ତୁ।