Close

    ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ବିକ୍ରମ ନାଥ

    Justice Vikram Nath
    • ପଦବୀ: ଅଧ୍ୟକ୍ଷ

    ନ୍ୟାୟମୂର୍ତ୍ତି ବିକ୍ରମ ନାଥ 1962 ମସିହା ସେପ୍ଟେମ୍ବର 24 ତାରିଖରେ ଜନ୍ମଗ୍ରହଣ କରିଥିଲେ ।
    ସେ 1987 ମସିହା ମାର୍ଚ୍ଚ 30 ତାରିଖରେ ଉତ୍ତରପ୍ରଦେଶ ଆଇନଜୀବୀ ପରିଷଦରେ ନାମ ତାଲିକାଭୁକ୍ତ କରାଇଥିଲେ ।
    2004 ମସିହା ସେପ୍ଟେମ୍ବର 24 ତାରିଖରେ ସେ  ଆହ୍ଲାବାଦ ଉଚ୍ଚନ୍ୟାୟାଳୟର ଅତିରିକ୍ତ ବିଚାରପତି  ଭାବେ ଉନ୍ନୀତ ହୋଇଥିଲେ ।
    ସେ 27 ଫେବୃଆରୀ 2006 ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର  ବିଚାରପତି ଭାବରେ ଶପଥ ଗ୍ରହଣ  କରିଥିଲେ ।
    ସେ 10 ସେପ୍ଟେମ୍ବର 2019 ରେ ଗୁଜରାଟ  ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।
    ସେ 31 ଅଗଷ୍ଟ 2021 ରେ ଭାରତର ସର୍ବୋଚ୍ଚ  ନ୍ୟାୟାଳୟ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ ।
    ସେ 23 ସେପ୍ଟେମ୍ବର 2027 ରେ କାର୍ଯ୍ୟାଳୟ ଛାଡିଦେବେ ।
    ସେ ହେଉଛନ୍ତି ଭାରତର  ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଯିଏକି ୟୁଟ୍ୟୁବ୍ ଚ୍ୟାନେଲରେଅଦାଲତର କାର୍ଯ୍ୟଧାରାକୁ ସିଧାସଳଖ ପ୍ରସାରଣ  କରିଛନ୍ତି ।