Close

    ସ୍ୱୟଂଚାଳିତ ଇ-ମେଲ୍

    email service

    ସି. ଆଇ. ଏସ୍. ସଫ୍ଟୱେର୍ ସ୍ୱୟଂଚାଳିତ ଭାବରେ ମାମଲାଗୁଡ଼ିକର ସ୍ଥିତି, ପରବର୍ତ୍ତୀ ଶୁଣାଣି ତାରିଖ, ବାଦ ତାଲିକା, ରାୟ ଏବଂ ନିର୍ଦ୍ଦେଶର ବିବରଣୀ ସହିତ ଆଇନଜୀବୀ ଏବଂ ମହକିଲଙ୍କୁ ଇ-ମେଲ୍ ପଠାଇବା ପାଇଁ ଡିଜାଇନ୍ କରାଯାଇଛି । ଏହି ସେବା ପାଇବା ପାଇଁ ଇଛୁକ ବ୍ୟବହାରକାରୀଙ୍କୁ ନିଜର ଇ-ମେଲକୁ ସି.ଆଇ.ଏସ. ସଫଟଓୟାର ରେ ପଞ୍ଜୀକୃତ କରିବାକୁହେବ । ଏହା ପରେ ମହକିଲଙ୍କୁ, ଓକିଲମାନଙ୍କୁ, ପଞ୍ଜୀକୃତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକୁ ଏବଂ ସରକାରୀ ବିଭାଗଗୁଡିକୁ ଇ-ମେଲ ପଠାଯାଏ । ବାଦ ତାଲିକା ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡିକ ଯେପରି ପରବର୍ତ୍ତୀ ତାରିଖ, ମାମଲା ସ୍ଥାନାନ୍ତର ଏବଂ ପରିସମାପ୍ତି ପରି ଦୈନିକ ବିଜ୍ଞପ୍ତି ସୃଷ୍ଟି କରିବା ଉଦେଶ୍ୟରେ ଏହି ବ୍ୟବସ୍ଥାକୁ ବିନ୍ୟାସ କରାଯାଇଛି । ଏହା ମଧ୍ୟ ପି.ଡି.ଏଫ. ଫର୍ମାଟରେ ଆଦେଶ / ରାୟ କୁ ଇ-ମେଲ ଜରିଆରେ ପଠାଇବା କୁ ସହଜ କରିଥାଏ ।