Close

    ଇ-କୋର୍ଟ୍ ଫି ଦାଖଲ

    epay

    ଏହି ସେବା ବୈଦ୍ୟୁତିକ ମାଧ୍ୟମରେ କୋର୍ଟ୍ ଫି, ଜୋରିମାନା, ଏବଂ ନ୍ୟାୟିକ ଜମା ଦାଖଲରେ ସାହାଯ୍ୟ କରେ । ନାଗରିକ ମାନଙ୍କ ସୁବିଧା ପାଇଁ ଇ-ପେମେଣ୍ଟ ପୋର୍ଟ।ଲକୁ ଏସ ବି ଆଇ, ଇ-ପେ, ଜି ଆର ଏ ଏସ, ଇ-ଜି ଆର ଏ ଏସ, ଜେଇ ଜି ଆର ଏ ଏସ, ହିମକୋସ ଇତ୍ଯାଦି ପରି ରାଜ୍ୟ ନିର୍ଦ୍ଧିଷ୍ଟ ସେଵାପ୍ରଦାନକାରୀ ସଂସ୍ଥାମାନଙ୍କ ସହିତ ଏକୀଭୂତ କରାଯାଇଛି ।

    Visit : http://pay.ecourts.gov.in