ଇକୋର୍ଟ୍ସ୍ ପୋର୍ଟାଲ୍
![ecourts](https://cdnbbsr.s3waas.gov.in/s388ef51f0bf911e452e8dbb1d807a81ab/uploads/2020/07/2020071090.png )
ଏହା ଏକ କେନ୍ଦ୍ରୀଭୁତ ପ୍ରବେଶ ଦ୍ୱାର ଯାହାକି ସମସ୍ତ ଇ-କୋର୍ଟ୍ ସେବା ୱେବସାଇଟ୍ ର ଲିଙ୍କ୍ ପ୍ରଦାନ କରେ। ଏହାଦ୍ୱାରା ନିମ୍ନଲିଖିତ ଇ-କୋର୍ଟ୍ ୱେବସାଇଟ୍ ଗୁଡିକ ସହିତ ସଂଯୋଗ ସ୍ଥାପନ କରାଯାଇପାରିବ:
- ଉଚ୍ଚ ନ୍ୟାୟାଳୟ ସେବା
- ଉଚ୍ଚ ନ୍ୟାୟାଳୟ ଏନ.ଜେ.ଡ଼ି.ଜି.
- ଭାରତର ଉଚ୍ଚ ନ୍ୟାୟାଳୟଗୁଡିକ
- ଜିଲ୍ଲା କୋର୍ଟ୍ ସେବା
- ଜିଲ୍ଲା କୋର୍ଟ୍ ଏନ.ଜେ.ଡ଼ି.ଜି.
- ଭାରତର ଜିଲ୍ଲା କୋର୍ଟ୍
- ଇ-ଫାଇଲିଂଗ
- ଇ-ଦେୟ
- ଭର୍ଚୁଆଲ୍ କୋର୍ଟ୍
ପରିଦର୍ଶନ କରନ୍ତୁ : https://ecourts.gov.in/ecourts_home/