ଡ଼ିଜିଟାଲ ଇଣ୍ଡିଆ – ସର୍ବୋତ୍ତମ ମୋବାଇଲ ଆପ

ଡିଜିଟାଲ ଇଣ୍ଡିଆ ଆୱାର୍ଡ ୨୦୧୮ ଦ୍ୱାରା, ଏହାର ଇ-କୋର୍ଟ୍ ସେବା ପାଇଁ ଇ-କୋର୍ଟ୍ ପ୍ରକଳ୍ପକୁ ସର୍ବୋତ୍ତମ ମୋବାଇଲ ଆପ ବିବେଚିତ କରି ପ୍ଲାଟିନମ ଆୱାର୍ଡ ପ୍ରଦାନ କରାଯାଇଛି ।
ପୁରସ୍କାର ର ସବିଶେଷ ବିବରଣୀ
ନାମ: ଡିଜିଟାଲ ଇଣ୍ଡିଆ - ସର୍ବୋତ୍କୃଷ୍ଟ ମୋବାଇଲ ଆପ ଆୱାର୍ଡ (ପ୍ଲାଟିନମ)
Year: 2018