ଜେମସ ଅଫ ଡିଜିଟାଲ ଇଣ୍ଡିଆ ଆୱାର୍ଡ
![award image](https://cdnbbsr.s3waas.gov.in/s388ef51f0bf911e452e8dbb1d807a81ab/uploads/2020/05/2020071732.jpg)
ଇଲୋକଟ୍ରୋନିକ୍ସ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ, ଭାରତ ସରକାର ଇ-ଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଡିଜିଟାଲ ଇଣ୍ଡିଆ ରତ୍ନ ପୁରସ୍କାର ୨୦୧୮ (ବିଚାରକଙ୍କ ପସନ୍ଦ ) ଇ-କୋର୍ଟ୍ ପ୍ରକଳ୍ପ କୁ ପ୍ରଦାନ କରିଛନ୍ତି।
ପୁରସ୍କାର ର ସବିଶେଷ ବିବରଣୀ
ନାମ: ଡିଜିଟାଲ ଇଣ୍ଡିଆ ରତ୍ନ ପୁରଷ୍କାର (ବିଚାରକଙ୍କ ପସନ୍ଦ)
Year: 2018