Close

    ଶ୍ରୀମତୀ ଆର୍. ଆରୁଲ୍ ମୋଝିସେଲ୍ ଭି

    R Arulmozhiselvi
    • ଇ-ମେଲ: hr-ecommittee[at]aij[dot]gov[dot]in
    • ପଦବୀ: ସଦସ୍ୟ। – ମାନବ ସମ୍ବଳ

    ମହାଶୟା ୨୮.୦୫.୨୦୨୦ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚତ୍ତମ ନ୍ୟାୟାଳୟ ର ଇ-କମିଟି ରେ ସଦସ୍ୟ। (ମାନବ ସମ୍ବଳ) ଭାବେ ପ୍ରତିନିଧିତ୍ଵ କରୁଛନ୍ତି ।

    • ମହାଶୟା ତାମିଲନାଡୁ ନ୍ୟାୟିକ ସେବାର ୨୦୦୩ ବ୍ୟାଚ ର ନ୍ୟାୟିକ ଅଧିକାରୀ ।

    • ଜିଲ୍ଲା ନ୍ୟାୟପାଳିକାରେ ୧୭ ବର୍ଷ ନ୍ୟାୟିକ ସେବା ତୁଲାଇଛନ୍ତି ।

    • ଇ-କମିଟି ରେ ଯୋଗ ଦେବା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଏବଂ ତାମିଲନାଡୁ ରାଜ୍ୟ ନ୍ୟାୟିକ ଏକାଡେମୀରେ ସ୍ଵତନ୍ତ୍ର ଦାୟିତ୍ଵ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।

    • ଉବୁନ୍ତୁ ତଥା ସିଆଇଏସର ନିପୁଣ ପ୍ରଶିକ୍ଷିକା ।

    • ସାଇବର ଅପରାଧର ନିପୁଣ ପ୍ରଶିକ୍ଷିକା (ଜାତୀୟ ପୁଲିସ ଏକାଡେମୀ, ହାଇଦ୍ରାବାଦ ଦ୍ଵାରା ପ୍ରଶିକ୍ଷିତ)

    • ସିଆଇଏସ ଏବଂ ଉବୁନ୍ତୁ ଉପରେ କର୍ମଚାରୀ ଏବଂ ନ୍ୟାୟିକ ଅଧିକାରୀଙ୍କ ପାଇଁ ଅନେକ ତାଲିମ କାର୍ଯ୍ୟକ୍ରମ ପରିଚାଳନ କରିଛନ୍ତି ।

    • ତାମିଲନାଡୁର ସମସ୍ତ ଜିଲ୍ଲାରେ ସାଇବର ଅପରାଧ ଉପରେ ତାମିଲନାଡୁର ନ୍ୟାୟିକ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

    • ସେ ଲେଖିଥିବା ନିୟାମକ ପୁସ୍ତିକା:
    ୧- ମାମଲା ସୂଚନା ପ୍ରଣାଳୀ (ସି.ଆଇ. ଏସ୍.) ପାଇଁ ସହଜ ସୂତ୍ର
    ୨- ମାମଲା ସୂଚନା ପ୍ରଣାଳୀ ୨.୦ (ସି. ଆଇ.ଏସ୍ ୨.୦)
    ୩- ମାମଲା ସୂଚନା ପ୍ରଣାଳୀ ୩.୦ (ସି. ଆଇ.ଏସ୍ ୩.୦)
    ୪- Vidyo ମାଧ୍ୟମରେ ଭିଡିଓ କନ୍ ଫରେନ୍ସିଙ୍ଗ୍
    ୫- JUSTIS Mobile App ମାଧ୍ୟମରେ ମାମଲା ପରିଚାଳନା
    ୬- ଭାରତର ଉଚ୍ଚତ୍ତମ ନ୍ୟାୟାଳୟ ଏବଂ ଜିଲ୍ଲା କୋର୍ଟ୍ ରେ ଇ-ଦାଖଲ ନିମନ୍ତେ କ୍ରମ।ନୁଯାୟୀ ନିର୍ଦେଶାବଳୀ।