Close

    ହେମସାଗର ଶର୍ମା

    Hemsagar Sharma
    • ପଦବୀ: ବୈଜ୍ଞାନିକ / ବୈଷୟିକ ସହାୟକ “ଏ”

    ମହାଶୟ ସମ୍ରାଟ ଅଶୋକ ଟେକନୋଲୋଜିକାଲ ଇନ୍ସଟିଚିଉଟ, ଭିଦିସା, ମଧ୍ୟପ୍ରଦେଶରୁ କମ୍ପୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବି.ଇ ଶିକ୍ଷା ଲାଭ କରିଛନ୍ତି । ସେ ଇ-କୋର୍ଟ୍ ର ବିନ୍ୟାସ, ବିକାଶ ଏବଂ କାର୍ଯ୍ୟାନ୍ୱୟନ ପାଇଁ ନିୟୋଜିତ ହୋଇଛନ୍ତି ।

    • ସେ ୨୦୧୯ ରେ ଜାତୀୟ ସୂଚନା କେନ୍ଦ୍ରରେ ବୈଜ୍ଞାନିକ / ବୈଷୟିକ ସହାୟକ “ଏ” ଭାବରେ ଯୋଗ ଦେଇଥିଲେ ।

    • ପୁନେ ର ଇ-କୋର୍ଟ୍ ପ୍ରକଳ୍ପ ର ସଫ୍ଟୱେର ଡେଭେଲପମେନ୍ଟ ୟୁନିଟ ରେ ଯୋଗଦାନ କରିଥିଲେ ।